ଓଡିଶା

ରିଫାଇନ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ତ 

(ଖୋର୍ଦ୍ଧା)  : ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ତ । ଖୋର୍ଦ୍ଧାସ୍ଥିତ ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ନେଇ ଖବର ରହିଛି । ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ତ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି ।

ସୂଚନାନୁଯାୟୀ , ତେବେ ଭୟଙ୍କର ନିଆଁ ଦେଖି ସମସ୍ତ କର୍ମଚାରୀ ବାହାରକୁ ଚାଲି ଆସିଥିଲେ । ଖବର ପାଇଁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ନିୟୋଜିତ ହୋଇଥିଲା । ଖବର ଲେଖିବା ପର୍ଯ୍ୟନ୍ତ ନିଆଁକୁ ସମ୍ପୁର୍ଣ୍ଣ ଆୟତ କରାଯାଇ ନଥିଲା । ଏହି ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର ପୋଡ଼ି ଯାଇଥିବା ନେଇ ସୂଚନା ରହିଛି ।

Related posts

ଏନ୍‌ଏସି ଗଠନ ଦାବି; ୧୨ଘଣ୍ଟିଆ ବନ୍ଦ ପାଳନ

mahabharatanews

ବିଜେଡି ପକ୍ଷରୁ ମୂୟରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ

mahabharatanews

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

mahabharatanews