ଭାରତ

ବୃଦ୍ଧି ପାଉଛି ଦିଲ୍ଲୀ ପ୍ରଦୂଷଣ 

(ଦିଲ୍ଲୀ) : ବୃଦ୍ଧି ପାଉଛି ପ୍ରଦୂଷଣ । ନୂଆଦିଲ୍ଲୀରେ ଜାରି କରାଯାଇଥିବା ପର୍ଯ୍ୟାୟ-୩ ନିୟନ୍ତ୍ରଣକୁ ଆଜି ପ୍ରାୟ ୧ ସପ୍ତାହ ପରେ ହଟାଇ ଦିଆଯାଇଛି। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ବରେ ଥିବା କମିସନ ଫର୍‌ ଏୟାର୍‌ କ୍ବାଲିଟି ମ୍ୟାନେଜ୍‌ମେଣ୍ଟ ଇନ୍‌ ଦି ନ୍ୟାସନାଳ୍‌ କ୍ୟାପିଟାଲ୍‌ ରିଜିଅନ ଆଣ୍ଡ ଆଡ୍‌ଜଏନିଂ ଏରିଆ (ସିଏକ୍ୟୁଏମ୍‌) ପକ୍ଷରୁ ଦିଆଯାଇଛି ।

ସୂଚନାନୁସାରେ, ଜାନୁଆରି ୧ ତାରିଖରେ ନୂଆଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି। ଏହି କାରଣରୁ ଜାରି କରାଯାଇଥିବା ପର୍ଯ୍ୟାୟ ୩ ନିୟନ୍ତ୍ରଣକୁ ହଟାଇ ଦିଆଯାଇଛି। ଆଜି ଦିଲ୍ଲୀର ବାୟୁମାନ ୩୪୬ ରହିଛି, ଯାହା ପୂର୍ବଦିନ ତୁଳନାରେ ୫୫ ପଏଣ୍ଟ କମ୍‌। ଆଗାମୀ ଦିନରେ ପ୍ରଦୂଷଣ ମାତ୍ରା ଆହୁରି ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

Related posts

ମୋବାଇଲ୍ ରିଚାର୍ଜ ସରିବା ପରେ ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ… ସଂସଦରେ ଦାବି କରିଥିଲେ ରାଘବ

mahabharatanews

୮୦୦ରୁ ଅଧିକ ଔଷଧ ହେବ ମହଙ୍ଗା

mahabharatanews

ଚଳିତ ବର୍ଷ ମଧ୍ୟ ବୃଦ୍ଧି ପାଇଛି ରାମ ମନ୍ଦିର ପୂଜକଙ୍କ ଦରମା

mahabharatanews