ଭାରତ

ଦୁର୍ଘଟଣାର ଶିକାର ହେଲେ ମମତା ବାନାର୍ଜୀ

(କୋଲକତା) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ସଦସ୍ୟ ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ‌ହୋଇଛନ୍ତି। ଯେଉଁ କାରଣରୁ ସେ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ମମତା ବନାର୍ଜୀ ଏକ ଜରୁରୀ କାମରେ ବାର୍ଦ୍ଧମାନରୁ କାର ଯୋଗେ କୋଲକାତା ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ସାମ୍ନାକୁ ଆଉ ଏକ ଗାଡ଼ି ଚାଲି ଆସିଥିଲା। ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଅନ୍ୟ ଗାଡ଼ି ସହିତ ତାଙ୍କ ଗାଡ଼ିକୁ ଧକ୍କା ହେବାକୁ ନଦେବା ପାଇଁ ଆକସ୍ମିକ ‌ବ୍ରେକ ମାରିଥିଲେ।  ହଠାତ ବ୍ରେକ ମାରିବାରୁ  ସୃଷ୍ଟି ହୋଇଥିବା  ଝଟକା ହେତୁ ଚାଳକ ଓ ମମତାଙ୍କୁ  ସାମାନ୍ୟ ଆଘାତ ଲାଗିଥିଲା। ଗତବର୍ଷ ବି ମମତା ବାନାର୍ଜୀ ଏକ ଦୁର୍ଘଟଣାର ଶିକ‌ାର ହୋଇଥିଲେ। ମମତା  ଜଲପାଇଗୁଡ଼ିରେ ଏକ ନିର୍ବାଚନ ରାଲିରେ ପହଞ୍ଚିଥିଲେ।

Related posts

ଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କଲେ ଭଗବନ୍ତ ମାନ୍

mahabharatanews

ଶେଷ କ୍ୟାବିନେଟ ବୈଠକରେ ଭାବପ୍ରବଣ ହୋଇଗଲେ ନୀତିଶ , ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

mahabharatanews