ଓଡିଶା

ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

(ଭୁବନେଶ୍ୱର) : ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆଜି ମିଶିଲେ ଅର୍ଦ୍ଧେନ୍ଦୁ ଦାସ। ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତି ଦଳରେ ସାମିଲ ହୋଇଛନ୍ତି ଅର୍ଦ୍ଧେନ୍ଦୁ ।

ସୂଚନାନୁଯାୟୀ , ମାଷ୍ଟରକାଣ୍ଟିନ ଛକରୁ ବିଜେପି ପାର୍ଟି ଅଫିସ ଯାଏଁ ବାହାରିଥିଲା ବିଶାଳ ଶୋଭାଯାତ୍ରା । ୩୦ ବର୍ଷ ଧରି ସାମ୍ବାଦିକତାରେ ଅଛନ୍ତି ଅର୍ଦ୍ଧେନ୍ଦୁ । ଟିଭି ସାମ୍ବାଦିକତା କ୍ଷେତ୍ରରେ ବେଶ୍ ଲୋକପ୍ରିୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ଆଜି ସେ ବିଜେପି ରାଜ୍ୟ ମୁଖ୍ୟାଳୟରେ ମିଶିଲେ ।

Related posts

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ

mahabharatanews

ନୟାଗଡ ଜିଲ୍ଲାରେ ଭକ୍ତି ଓ ନିଷ୍ଠା ସହ ପାଳିତ ହୋଇଯାଇଛି ଉଦଣ୍ଡ ଯାତ୍ରା

mahabharatanews