ଭାରତଶିକ୍ଷା

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ ପକ୍ଷରୁ ଜେଇଇ ମେନ ପରୀକ୍ଷା ରେଜଲ୍ଟ ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ( ଏନଟିଏ) ପକ୍ଷରୁ ଜେଇଇ ମେନ୍ସ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ ର ସେସନ-୧ ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.in/ କୁ ନିଜ ନିଜର ରେଜଲ୍ଟ ଚେକ କରିପାରିବେ । ଜେଇଇ ମେନର ଦୁଇଟି ଯାକ ପେପରରେ ମୋଟ ୧୨,୩୧,୮୭୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୭୦,୦୩୬ ଜଣ ପରୀକ୍ଷା ଦେଇଥିଲେ । ସ୍କୋରକାର୍ଡ ଡାଉନଲୋଡ କରିବା ପାଇଁ ପ୍ରାର୍ଥୀଙ୍କୁ ନିଜର ଆପ୍ଲିକେସନ ନମ୍ବର ଓ ଜନ୍ମ ଓ ସ୍କୋର କାର୍ଡ ଚେକ କରିବା ସହିତ ଡାଉନଲୋଡ କରିପାରିବେ ।

Related posts

ସଡକ ପରିବହନ ମନ୍ତ୍ରୀଙ୍କ ବଡ ସୂଚନା

mahabharatanews

ନିଷ୍ଠୁର ସାଜିଲେ ବାପା ମା

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡାରେ ଖାତା ଖୋଲିଲା ଭାରତ

mahabharatanews