ଭାରତଶିକ୍ଷା

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ ପକ୍ଷରୁ ଜେଇଇ ମେନ ପରୀକ୍ଷା ରେଜଲ୍ଟ ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ( ଏନଟିଏ) ପକ୍ଷରୁ ଜେଇଇ ମେନ୍ସ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ ର ସେସନ-୧ ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.in/ କୁ ନିଜ ନିଜର ରେଜଲ୍ଟ ଚେକ କରିପାରିବେ । ଜେଇଇ ମେନର ଦୁଇଟି ଯାକ ପେପରରେ ମୋଟ ୧୨,୩୧,୮୭୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୭୦,୦୩୬ ଜଣ ପରୀକ୍ଷା ଦେଇଥିଲେ । ସ୍କୋରକାର୍ଡ ଡାଉନଲୋଡ କରିବା ପାଇଁ ପ୍ରାର୍ଥୀଙ୍କୁ ନିଜର ଆପ୍ଲିକେସନ ନମ୍ବର ଓ ଜନ୍ମ ଓ ସ୍କୋର କାର୍ଡ ଚେକ କରିବା ସହିତ ଡାଉନଲୋଡ କରିପାରିବେ ।

Related posts

ଚିନ୍ତା ବଢାଇଲାଣି ମଙ୍କିପକ୍ସ; ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

mahabharatanews

 ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

mahabharatanews