ମନୋରଞ୍ଜନ

ଚିନ୍ତାରେ ଜ୍ୟାକଲିନ 

(ମୁମ୍ବାଇ) : ପ୍ରେମିକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ଅଧିକ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଫିଲ୍ମ ଅପେକ୍ଷା ତାଙ୍କ ତଥ‌ାକଥିକ । ୨୦୦ କୋଟି ଟଙ୍କାର ଅର୍ଥ ହେର୍‌ଫେର୍‌ ମାମଲାରେ ଉଭୟ  ଯୋଡ଼ି ହୋଇଯାଇଛନ୍ତି । ସ‌ୁକେଶ ଏବେ ଦିଲ୍ଳୀର ମାଣ୍ଡୋଲି ଜେଲ୍‌ରେ ଅଛନ୍ତି।

ସୂଚନାନୁଯାୟୀ , ଜେଲରେ ଥିବା ସୁକେଶ ତାଙ୍କୁ ବଦନାମ କରୁଥିବା ଏବଂ ଧମକ ଦେଉଥିବା ଅଭିଯୋଗ କରିଥିଲେ ଜାକ୍‌ଲିନ୍‌। ହେଲେ ଏବେ ସେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପରେ ଏହାକୁ ନେଇ ଲୋକ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଜାକ୍‌ଲିନ୍‌ଙ୍କ ଏହି ପରିବର୍ତ୍ତନଶୀଳ ମନକୁ ବିଚାର କଲେ ସ୍ପଷ୍ଟ ଜାଣି ହେଉଛି ଯେ ସୁକେଶଙ୍କୁ ନେଇ ସେ ପୂରା ଦ୍ବନ୍ଦ୍ବରେ ଅଛନ୍ତି।

Related posts

 ‘Ae Watan Mere Watan’ର ଟ୍ରେଲର ରିଲିଜ୍

mahabharatanews

ରେକର୍ଡ କଲା ‘ଗଦର-୨’, ୨୪ ଦିନରେ ୫୦୦ କୋଟି ଆୟ 

mahabharatanews

 ‘ଟାଇଗର୍‌-୩’ କ୍ରେଜ;  ଅଗ୍ରୀମ ୧.୫୦ ଲକ୍ଷ ଟିକେଟ୍ ବିକ୍ରି

mahabharatanews