ମନୋରଞ୍ଜନ

‘ମତେ ସଂପର୍କରେ ବାରମ୍ବାର ଧୋକା ମିଳିଛି’ : ଶେହନାଜ୍‌ କୌର୍‌

(ମୁମ୍ବାଇ) : ଚୁଲ୍‌ବୁଲି ଅଭିନେତ୍ରୀ ସେହନାଜ୍‌ କୌର୍‌ ଗିଲଙ୍କ ନିକଟରେ ଚର୍ଚ୍ଚାକୁ ଆସିଛନ୍ତି ।‌ ସେ ସବୁବେଳେ କିଛି ନା କିଛି କାରଣ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଆପଣ ଜାଣନ୍ତି ଯେ ଦିବଗଂତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଥିବା ପ୍ରେମ ସଂପର୍କ ପାଇଁ ସେହେନାଜ୍‌ ଖୁବ୍‌ ଅଧିକ ଚର୍ଚ୍ଚାରେ ରହିଛନ୍ତି।

ସୂଚନାନୁଯାୟୀ , ସେ କହିଛନ୍ତି , ଏପରି ଜଣକୁ ପାଇବାକୁ ଚାହାନ୍ତି ଯିଏକି ତାଙ୍କୁ କେବେ ବି ଛାଡ଼ିକି ଯବେ ନାହିଁ। କାରଣ ପୂର୍ବରୁ ସେ ଯାହାଙ୍କୁ ବି ପ୍ରେମ କରିଛନ୍ତି ସେ ସମସ୍ତେ ତାଙ୍କୁ ଛାଡ଼ିକି ଚାଲି ଯାଇଛନ୍ତି। ସେହେନାଜ୍‌ ଆହୁରି ବି କହିଛନ୍ତି ଯେ ସେ କେବେ କାହା ସହିତ ବିଶ୍ୱାସଘାତକତା କରିନାହାଁନ୍ତି କିନ୍ତୁ ତାଙ୍କୁ ସଂପର୍କରେ ବାରମ୍ବାର ଧୋକା ମିଳିଛି।

Related posts

ବକ୍ସ ଅଫିସରେ ଦିନକୁ ଦିନ ସବୁ ରେକର୍ଡ ଭାଙ୍ଗୁଛି ‘ଧୁରନ୍ଧର 2: ଦି ରିଭେଞ୍ଜ’

mahabharatanews

ଫିଲ୍ମ ସିଟି ପାଇଁ ବୋନି କପୁରଙ୍କୁ ମିଳିଲା ଟେଣ୍ଡର

mahabharatanews

୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

mahabharatanews