ଓଡିଶା

‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି

(ଭୁବନେଶ୍ୱର) : ରାଇରଙ୍ଗପୁର ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଛନ୍ତି । ଏଇ ମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ କହିଲେ ରାଷ୍ଟ୍ରପତି । ସେ ଆହୁରି କହିଛନ୍ତି ଯେ, ମୁଁ କାହିଁକି ଏତେ ଥର ମୟୂରଭଂଜ ଆସୁଛି ବୋଲି ମିଡିଆ ବଂଧୁ ପଚାରିଥିଲେ । ମାଟି ପାଇଁ ମୋର ଏ ଶ୍ରଦ୍ଧା ଓ ଭଲପାଇବା ବୋଲି ରାଷ୍ଟ୍ରପତି କହିଛନ୍ତି। ଏଇମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଆହୁରି ସେ କହିଛନ୍ତି , ମୁଁ ପ୍ରତିଥର ଆସି କିଛି ନୂଆ ନୂଆ ପ୍ରକଳ୍ପ ଶିଳାନ୍ୟାସ, ଉଦଘାଟନ କରୁଛି । ଗତଥର ବାଦାମପାହାଡ଼ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଥିଲି । ଆଉ ଏଥର ରାସ୍ତା, ହଲିଡେ ହୋମ୍‌, ଏକଲବ୍ୟ ସ୍କୁଲ ଶିଳାନ୍ୟାସ କଲି ବୋଲି ରାଷ୍ଟ୍ରପତି କହିଛନ୍ତି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନର କହିବାର ଅଧିକାର ନାହିଁ, ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ ଦେଶ ଏବଂ ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି ବୋଲି ସେ କହିଛନ୍ତି । ଉଭୟଙ୍କ ସହଯୋଗ ବିନା ବିକାଶ ସମ୍ଭବ ନୁହେଁ ରାଷ୍ଟ୍ରପତି କହିଛନ୍ତି । ହୋଲିଡେ ହୋମ୍‌’ର ଶିଳାନ୍ୟାସ କରିଛନ୍ତି।

Related posts

ସଞ୍ଜ ସାଳିତାରୁ ଲାଗିଲା ନିଆଁ, ଜଳିଗଲେ ମହିଳା

mahabharatanews

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ

mahabharatanews