ଓଡିଶା

ସଜେଇ ହେଉଛି ଲିଙ୍ଗରାଜ ପୀଠ 

(ଭୁବନେଶ୍ୱର) : ଆସନ୍ତାକାଲି ଜାଗର । ଏଥି ପାଇଁ ସଜେଇ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ପୀଠ । ଏକାମ୍ର କ୍ଷେତ୍ର ଜନସମୁଦ୍ର ପାଲଟିବ। ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମନ୍ଦିରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୂଚନାନୁଯାୟୀ , ଜାଗରକୁ ଲକ୍ଷ ରଖି ସଫେଇ ଦାୟିତ୍ୱ ବଢ଼ାଯାଇଛି। ତିନିଟି ସିଫ୍ଟରେ ମନ୍ଦିର ଏବଂ ଲିଙ୍ଗରାଜ ବଜାରରେ ଏବଂ ଏହାର ଆଖପାଖରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରିମଳ କର୍ମଚାରୀ ନିଯୁକ୍ତ। ରଥ ରୋଡ୍ ଏବଂ ପେରିଫେରାଲ୍ । ଜାଗରକୁ ଲକ୍ଷ ରଖି ସଫେଇ ଦାୟିତ୍ୱ ବଢ଼ାଯାଇଛି। ତିନିଟି ସିଫ୍ଟରେ ମନ୍ଦିର ଏବଂ ଲିଙ୍ଗରାଜ ବଜାରରେ ଏବଂ ଏହାର ଆଖପାଖରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରିମଳ କର୍ମଚାରୀ ନିଯୁକ୍ତ। ରାସ୍ତା ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁରା ସହର ଜଗମୋହନ, ଚହାଣୀ ମଣ୍ଡପ, ଉତ୍ତର ଫାଟକ, ଦକ୍ଷିଣ ଫାଟକ ଏବଂ କେଦାରଗୌରୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଆଲୋକୀକରଣ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

Related posts

ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତାକାଲି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews