ଭାରତ

ଦିଲ୍ଲୀ ମଦ ନୀତି ମାମଲା :୧୯ ମାର୍ଚ୍ଚ ପର୍ଯ୍ୟନ୍ତ ବଢିଲା ଜେଲ୍ ଅବଧି

(ଦିଲ୍ଲୀ) : ଦିଲ୍ଲୀ ମଦ ନୀତି ମାମଲା । ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି । ପୁଣି ଥରେ ଉଭୟ ନେତାଙ୍କୁ ମାର୍ଚ୍ଚ ୧୯ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।

ସୂଚନାନୁଯାୟୀ , ଗତ ଶୁଣାଣିରେ ଅର୍ଥାତ୍ ଶନିବାର ଅର୍ଥାତ୍ ମାର୍ଚ୍ଚ ୨ତାରିଖରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏକ୍ସାଇଜ୍ ପଲିସି ମାମଲାରେ AAP ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହା ଆଜି ଶେଷ ହେଉଥିଲା । ଆଜି ପୁଣି ମାର୍ଚ୍ଚ ୧୯ତାରିଖ ପର୍ଯ୍ୟନ୍ତ ତାଙ୍କ ଜେଲ୍ ଅବଧି ବଢାଇ ଦିଆଯାଇଛି । ନିର୍ବାଚନ ଲଢି ପାରନ୍ତି ସୌରଭ ଗାଙ୍ଗୁଲୀ ! ତେବେ ଜେଲରେ ଆକି କିଛି ଦିନ ବନ୍ଦ ରହିବେ ଆପର ଦୁଇ ବରିଷ୍ଠ ନେତା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ମନ୍ତ୍ରୀମଣ୍ତଳର ବହୁ ମନ୍ତ୍ରୀଙ୍କ ନାଁରେ ଯାଞ୍ଚ ଜାରି ରହିଛି ।

Related posts

ହରିୟାଣାରରେ ବଡ ଧରଣର ବିସ୍ପୋରଣ,୪୦ ଗୁରୁତର

mahabharatanews

ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ

mahabharatanews

ଦିଲ୍ଲୀରେ ଆଉ ନାହିଁ ବର୍ଷା 

mahabharatanews