ଓଡିଶା

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

(ଭୁବନେଶ୍ଵର) : ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ । ବିଶାଖାପାଟଣା-ଭୁବନେଶ୍ବରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ।ଓଡ଼ିଶା ସମେତ ଦେଶରେ ୧୦ଟି ବନ୍ଦେ ଭାରତର ଶୁଭାରମ୍ଭ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାରେ ୨୭୪ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସୂଚନାନୁଯାୟୀ , ଏହି ପ୍ରକଳ୍ପଗୁଡିକରେ ୧୬୨ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ (OSOP) ଷ୍ଟଲ୍, ୫୦ସୋଲାର୍ ପାୱାର୍ ଷ୍ଟେସନ୍, ୫ଗୁଡସ ଶେଡ୍, ୯ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ଅଟୋ ସିଗନାଲ୍ ସିଷ୍ଟମ୍, ୧ଟି ଗତି ଶକ୍ତି ଟର୍ମିନାଲ୍, ୧ ଟି ଜନ ଔଷଧି କେନ୍ଦ୍ର ଏବଂ ୧ ଟି ରେଳ କୋଚ୍ ରେଷ୍ଟୁରାଣ୍ଟ ଅନ୍ତର୍ଭୁକ୍ତ । ଇସ୍ତଫା ଦେବେ ହରିୟାଣା ମୁଖ୍ୟମନ୍ତ୍ରୀ! ପ୍ରଧାନମନ୍ତ୍ରୀ 9 ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିଛନ୍ତି ।

 

Related posts

ପ୍ରେମିକ ପାଇଁ ପ୍ରେମିକାର ଥାନା ଆଗରେ ଆତ୍ମହତ୍ୟା ଧମକ

mahabharatanews

୩୦ ଜିଲ୍ଲାରୁ ଆଉ ୧୯୭୭ କରୋନା ପଜିଟିଭ

mahabharatanews

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews