ଭାରତ

ସୁସ୍ଥ ଅଛନ୍ତି ସଦଗୁରୁ 

(ଦିଲ୍ଲୀ) : ସଦଗୁରୁ ଜଗ୍ଗି ବାସୁଦେବଙ୍କ ମାର୍ଚ୍ଚ ୧୭ରେ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପ‌ରେ ସଦଗୁରୁ ନି‌ଜେ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ୧୯ ସେକେଣ୍ଡର ଏହି ଭିଡିଓରେ ସଦଗୁରୁ ହସ୍ପିଟାଲ ବିଛଣାରେ ବସି ଖବରକାଗଜ ପଢ଼ୁଥିବାର ନଜର ଆସିଛନ୍ତି । ଏହାସହ ସେ ଧୀମା ସଙ୍ଗୀତ ଶୁଣୁଛନ୍ତି । ଯେଉଁଥିରୁ ସ୍ୱଷ୍ଟ ବାରି ହେଉଛି କି ସେ ସୁସ୍ଥ ଅଛନ୍ତି । ଯେଉଁରେ ସଦଗୁରୁ ଜଗ୍ଗି ବାସୁଦେବଙ୍କ ସ୍ବାସ୍ଥ୍ୟକୁ ନେଇ କୁହାଯାଇଥିଲା କି ତାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ଦୂର କରିବା ପାଇଁ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା ।

Related posts

ବ୍ରାଇଡାଲ୍‌ ଡିଜାଇନରଙ୍କୁ ଭେଟିଲେ ରଣବୀର ଓ ଆଲିୟା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଆକ୍ରାନ୍ତ ଚିହ୍ନଟ ଓ ୧୪୫ ଜଣ ମୃତ

mahabharatanews

ଆଜି ହେବ ସାହାରା ଇଣ୍ଡିଆ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଶେଷକୃତ୍ୟ ସମ୍ପନ୍ନ   

mahabharatanews