ମନୋରଞ୍ଜନ

ବିଦେଶ ଯିବେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ  

(ମୁମ୍ବାଇ) : ବିଦେଶରେ ରହିବେ ଝିଅ ଅରଧ୍ୟା । ପିଲାଟି ଦିନରୁ ଆଜିପର୍ଯ୍ୟନ୍ତ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ଓ ଅଭିନେତା ଅଭିଷେକ ବଚ୍ଚନ ଏବେ ପଢିବା ପାଇଁ ବାହାରକୁ ପଠେଇବାର ପ୍ଲାନ କରିଛନ୍ତି  ।

ସୂଚନାନୁଯାୟୀ ,ଆରଧ୍ୟା ତାଙ୍କର ଆଗାମୀ ପାଠପଢ଼ା ବିଦେଶରେ ହିଁ କରିବେ। ସମ୍ପ୍ରତି ଆରଧ୍ୟା ଧୀରୁଭାଇ ଅମ୍ବାନି ସ୍କୁଲରେ ପାଠପଢ଼ୁଛନ୍ତି। ଚଳିତ ପରୀକ୍ଷା ଶେଷ ହେବା ପରେ ଆରଧ୍ୟା ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଯିବେ। ଏହାପରେ ସେ ଲଣ୍ଡନ ନଚେତ ନ୍ୟୁୟର୍କ‌ରେ ତାଙ୍କର ଆଗାମୀ ପାଠପଢ଼ା ପାଇଁ ଯୋଜନା ରଖିଛନ୍ତି। ‌ଆରଧ୍ୟା ‌କେ‌ବେ ବିଦେଶ ଯିବେ ସେନେଇ ସୁନିଶ୍ଚିତ ତାରିଖ ଏଯାବତ ଜଣାପଡ଼ିନାହିଁ।

Related posts

 ଅଭିନେତ୍ରୀ ଡଲିଙ୍କୁ କର୍କଟ

mahabharatanews

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

mahabharatanews

ବିଜୟ ଏବଂ ତ୍ରିଶାଙ୍କ ଡେଟିଂ ଖବର ଉପରେ ରାଖୀ ସାୱନ୍ତଙ୍କ ପ୍ରତିକ୍ରିୟା

mahabharatanews