ଓଡିଶା

ବିଜେପିରେ ମିଶିଲେ ସିନେ ତାରକା ଅନୁଭବ ମହାନ୍ତି

(ଭୁବନେଶ୍ୱର) : କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ସିନେ ତାରକା ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଅନୁଭବ। ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ ଅନୁଭବ ମହାନ୍ତିଙ୍କୁ ଦଳରେ ସ୍ବାଗତ କରିଛନ୍ତି।

ସୂଚନାନୁଯାୟୀ , ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ  ବିଜପିର ମିଶିବେ ବୋଲି ଚର୍ଚା ଜୋର ଧରିଥିଲା  । ତେବେ ସେ ଆଜି ଅନୁଭବ ବିଜେପିରେ ମିଶିଛନ୍ତି।  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। କେବେଳ ସିଏ ନୁହେ ପୂର୍ବରୁ ବହୁତ ଅଭିନେତା ଅର୍ଥାତ ସିନ୍ଧତ୍ୱ ମହାପାତ୍ର , ଆକାଶ ଦାସ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି  ।

Related posts

ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା  

mahabharatanews

ତୁଟୁନି ବିବାଦ ; ୨ଦିନ ହେଲା ଉପାସରେ ପ୍ରଭୁ ଲିଙ୍ଗରାଜ

mahabharatanews

 ମହାପ୍ରଭୁଙ୍କର ବଡ଼ମହାସ୍ନାନ

mahabharatanews