ଭାରତ

ଜାଣନ୍ତୁ ବୁଷ୍ଟର ଡୋଜର ପାର୍ଶ୍ୱ ପ୍ରତିକ୍ରିୟା

(ଦିଲ୍ଲୀ) : AIIMSର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡକ୍ଟର ସଞ୍ଜୟ ରାୟଙ୍କ ଅନୁସାରେ, AstraZeneca’କୁ ବିଷୟରେ ବର୍ତ୍ତମାନ ଯେଉଁ ଚର୍ଚ୍ଚା ହେଉଛି ତାହା ମୁଁ ପୂର୍ବରୁ କହିସାରିଛି । ଏଥି ସହିତ, ମୁଁ ଚେତାବନୀ ଦେଇଥିଲି ଯେ ବୁଷ୍ଟର ଡୋଜର କ୍ଷତି ଉପକାର ଅପେକ୍ଷା ବହୁତ ଅଧିକ । ହୃଦଘାତ ଯୋଗୁଁ ୫୦ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ , ଅନେକଙ୍କର ମୃତ୍ୟୁ ପୂର୍ବରୁ ଥିବା ରୋଗ ପାଇଁ ମଧ୍ୟ ହୋଇଛି । ଏଥି ସହିତ, 50ପ୍ରତିଶତ ଲୋକଙ୍କର ମୃତ୍ୟୁ ହୃଦଘାଚରେ ହୋଇଛି । AIIMS ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରରେ ରକ୍ତ ଜମାଟ ବାନ୍ଧିବା ପରେ ହୃଦଘାତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ବ୍ରିଟେନର କୋର୍ଟ ଶୁଣାଣି କରିଛନ୍ତି ଯେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରା ଜେନେଙ୍କା ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ, ଏହି ଟିକା ପାର୍ଶ୍ୱ ପ୍ରତିକ୍ରିୟା କରିପାରେ। ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ କୁହାଯାଉଛି । ଶରୀରରେ ରକ୍ତ ଜମାଟ ବାନ୍ଧିବା ହେତୁ ହୃଦଘାତ, ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଗୁରୁତର ସମସ୍ୟା ଦେଖାଯାଏ ।

Related posts

ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ

mahabharatanews

ପ୍ରିୟଙ୍କା ଚୋପ୍ରା ପିଲାଙ୍କ ସୁରକ୍ଷାକୁ ନେଇ ସାହାର୍ଯ୍ୟ ମାଗିଲେ, ସେୟାର କଲେ ପୋଷ୍ଟ

mahabharatanews

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

mahabharatanews