ଭାରତ

ବିଜେପି ନେତା ଜି ଦେବରାଜେ ଗୌଡ଼ ଗିରଫ

(ଦିଲ୍ଲୀ) : ଜେଡି (ଏସ) ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଜେପି ନେତା ଜି ଦେବରାଜେ ଗୌଡ଼ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯାଇ ପୁଲିସ୍‌ ହେପାଜତରେ ନିଆଯାଇଛି।

ସୂଚନାନୁଯାୟୀ ,  ସେ ବେଙ୍ଗାଲୁରୁରୁ ଚିତ୍ରଦୂର୍ଗା ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କୁ ମଧ୍ୟ ‌‌ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ରହିଛି। ଜଣେ ୩୬ ବର୍ଷୀୟା ମହିଳା ଜି ଦେବରାଜେଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ସେ କୁଆଡ଼େ ମହିଳାଙ୍କ ନାମରେ ଥିବା ଜମି ବିକାଇ ଦେବେ ପୋଲି କହି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ତେବେ ପରବର୍ତ୍ତୀ ସମୟରେ ମହିଳା ଜଣକ ତାଙ୍କ ବିରୋଧରେ ସ୍ବର ଉଠାଇଥିଲେ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ 

mahabharatanews

ମଧ୍ୟପ୍ରଦେଶ ଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡ

mahabharatanews

ଆସନ୍ତାକାଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews