ମନୋରଞ୍ଜନ

ଟିକେଟ ଦେବା ପୂର୍ବରୁ ଏମିତି କିଛି ହେଇଥିଲା କହିଲେ କଙ୍ଗନା   

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୟରୁଙ୍କୁ ହିମାଚଳର ମଣ୍ଡିରୁ ପ୍ରାର୍ଥୀ କରିବା ପରେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ସେ କ୍ରମାଗତ ଭାବେ ରାଲି କରୁଛନ୍ତି। ରାଲି ସମୟରେ କଙ୍ଗନା ଏଭଳି ଅନେକ କିଛି କଥା କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ ,ସେ କହିଛନ୍ତି ଯେ, “୨୦୧୯ରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ଥିଲା… କିନ୍ତୁ ଏଥର ଯେତେବେଳେ ମୁଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଲା ମୁଁ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହାଜୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲି। ଚଣ୍ଡିଗଡ଼, ମଥୁରା କିମ୍ବା ମଣ୍ଡି ଆସନରୁ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ମୁଁ ସେମାନଙ୍କୁ ପଚାରିଥିଲି ।  ସେ ମୋତେ କହିଥିଲେ ଯେ ଆପଣ ଲୋକସଭା ନିର୍ବାଚନ ଲଢ଼ିବେ । ହେଲେ କେଉଁଠାରୁ ଲଢ଼ିବେ ତାହା ଆମେ ଜଣାଇବୁ”।

Related posts

ଆଖି ବୁଜିଲେ ୨୦୨୨ ‘ମିସ୍‌ ୟୁନିଭର୍ସ’ର ଫାଇନାଲିଷ୍ଟ

mahabharatanews

ରିଲିଜ ହେଲା  ପ୍ରଭାସଙ୍କ ଫିଲ୍ମ ସାଲାର୍‌’ର ଟିଜର୍‌ 

mahabharatanews

ଅଭିନେତ୍ରୀ ପୁନମ ପାଣ୍ତେଙ୍କ ଦେହାନ୍ତ, ଦ୍ବନ୍ଦରେ ଫ୍ୟାନ୍ସ

mahabharatanews