ଓଡିଶା

“ବିଜେଡି ୨୪ଟି ଆସନରେ ବିଜୟୀ ହେବ”

(ଭୁବନେଶ୍ୱର) : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଏ ଜିତିବଏନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ବିଜେଡି ୨୪ଟି ଆସନରେ ବିଜୟୀ ହେବ।

ଅନ୍ୟପଟେ ଖଣ୍ଡପଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ଭି କେ ପାଣ୍ଡିଆନ କହିଛନ୍ତି, ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ । ଏହି ଅବସରରେ ଜୟ ଜଗନ୍ନାଥ, ଜୟ ନୀଳମାଧବ କହି ପ୍ରଚାର ଆରମ୍ଭ କରିଥିଲେ ପାଣ୍ଡିଆନ୍ । ଆପଣମାନେ କେମିତି ଅଛନ୍ତି ବୋଲି ପଚାରି ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ ବୋଲି ପାଣ୍ଡିଆନ୍ କହିଥିଲେ । ଏହାସହ ଦୁଇଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ ।

Related posts

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ନଷ୍ଟ

mahabharatanews

ଅଗ୍ନିକାଣ୍ଡରେ ଜଳିଗଲା ବସ

mahabharatanews