ଭାରତ

କେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

 (କେରଳ) : ଲଗାଣ ବର୍ଷାରେ ବେହାଲ କେରଳ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ଭାରତ ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

କେବଳ ସେତିକି ନୁହେଁ ସେହିପରି ୪ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ରେର୍ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଟିକରେ ପ୍ରବଳବରୁ ଅତି ପ୍ରବଳ ବର୍ଷ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଥାନମଥିଟ୍ଟା, ଅଲପୁଜା, କୋଟାୟମ, ଏର୍ନାକୁଲମ ଏବଂ ଇଡୁକି ଜିଲ୍ଲା ପାଇଁ ରେଡ୍ ଆଲର୍ଡ ଜାରି କରାଯାଇଥିବା ବେଳେ ଥିରୁଅନନ୍ତପୁରମ୍, କୋଲାମ, ମାଲପୁରମ, କୋଜିକୋଡେ ଏବଂ ୱାଏନାଡରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କୁ୍ନ୍ନର କସରଗୋଡକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Related posts

ମିଳିଲା ଅନୁମତି ,୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

mahabharatanews

ମରୋଣତ୍ତର ଭାବେ ସୁଷମା ସ୍ୱରାଜ, ଅରୁଣ ଜେଟଲୀ ପଦ୍ମ ପୁରସ୍କାରରେ ସମ୍ମାନିତ

mahabharatanews

ସିଲିଣ୍ଡର ବିସ୍ଫୋରଣରେ ୫ ମୃତ

mahabharatanews