ଓଡିଶା

କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବ ମୌସୁମୀ ବାୟୁ ଉପରେ ମଧ୍ୟ ପଡିନଥିବାରୁ ମଇ ୩୧ବା ଜୁନ ୧ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଆଗାମୀ ୨୪-୪୮ ଘଣ୍ଟା ଯାଇ ପାଗ ମେଘୁଆ ରହିବା। ତାପ ମାତ୍ର ୩°-୫ ° ବଢ଼ିବାର ସମ୍ଭାବନା ରହିଛି। ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏନେଇ ସୂଚନା ଦେଇଛନ୍ତି ମନୋରମା ମହାନ୍ତି ।

Related posts

୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ବାଲୁଗାଁର ରେ ‘ଜିରୋ ଫାଟାଲିଟ ଉଇକ୍’ ପାଳିତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ଓ ଅନୁସୂଚିତ ଜାତି ବିଭାଗର ସମ୍ବର୍ଦ୍ଧିତ ମେଳା ଅନୁଷ୍ଠିତ

mahabharatanews