ଭାରତ

ଦେଶରେ ୪୦.୦୯ ପ୍ରତିଶତ ମତଦାନ

(ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେଅପରାହ୍ନ ୧ଟା ସୁଦ୍ଧା ୪୦.୦୯ ପ୍ରତିଶତ ମତଦାନ ହୋଇଛି। ହିମାଚଳ ପ୍ରଦେଶ ୪୮.୬୩ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୩୭ ୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୭.୮୦ ପ୍ରତିଶତ, ଚଣ୍ଡିଗଡ଼ରେ ୪୦.୧୪ ପ୍ରତିଶତ, ଉତ୍ତରପ୍ରଦେଶରେ ୩୯.୩୧ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୩୫.୬୫ ପ୍ରତିଶତ, ଝାଡ଼ଖଣ୍ଡରେ ୪୮.୮୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୪୫.୦୭ ପ୍ରତିଶତ ମତଦାନ ହୋଇଛି।

 

Related posts

କେଜ୍ରିୱାଲଙ୍କ ଇଡି ଆବେଦନ ଖାରଜ

mahabharatanews

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

mahabharatanews

ପ୍ରଥମ ପର୍ଯ୍ୟାୟ ସରିଲା ପ୍ରଚାର 

mahabharatanews