ଭାରତ

ଦେଶରେ ୪୦.୦୯ ପ୍ରତିଶତ ମତଦାନ

(ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେଅପରାହ୍ନ ୧ଟା ସୁଦ୍ଧା ୪୦.୦୯ ପ୍ରତିଶତ ମତଦାନ ହୋଇଛି। ହିମାଚଳ ପ୍ରଦେଶ ୪୮.୬୩ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୩୭ ୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୭.୮୦ ପ୍ରତିଶତ, ଚଣ୍ଡିଗଡ଼ରେ ୪୦.୧୪ ପ୍ରତିଶତ, ଉତ୍ତରପ୍ରଦେଶରେ ୩୯.୩୧ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୩୫.୬୫ ପ୍ରତିଶତ, ଝାଡ଼ଖଣ୍ଡରେ ୪୮.୮୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୪୫.୦୭ ପ୍ରତିଶତ ମତଦାନ ହୋଇଛି।

 

Related posts

ତାଜମହଲରେ ପୁଅର ବୁଦ୍ଧି ପାଇଁ ବଞ୍ଚିଗଲା ବାପାଙ୍କ ଜୀବନ 

mahabharatanews

“ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି, ସେମାନେ ବର୍ତ୍ତମାନ ଦଳ ପରିଚାଳନା କରୁଛନ୍ତି”

mahabharatanews

 ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ

mahabharatanews