ଓଡିଶାରାଜନୀତି

‘ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି’

ଭୁବନେଶ୍ୱର: ବିରୋଧୀ ସିଟରେ ବସିବା ପରେ ଏବେ ପୁରା ଆକ୍ଟିଭରେ ବିଜେଡି ସୁପ୍ରିମୋ ଓ ତାଙ୍କ ଦଳୀୟ ନେତା । ବିରୋଧୀ ହୋଇ କ୍ରମାଗତ ଭାବେ ଶାସକଙ୍କୁ ଘେରିବାରେ ଲାଗିଛି ବିଜେଡି । ସେ ରାଜ୍ୟ ହେଉକି କେନ୍ଦ୍ର ଏବେ ସବୁଠି ବିଜେଡି ନିଜକୁ ଶକ୍ତିଶାଳୀ ବିରୋଧୀ ଭାବେ ଛିଡ଼ା କରିବାକୁ ପ୍ରୟାସ ଜାରି ରଖିଛି । ଏହାରି ଭିତରେ ପୁଣି ବିସ୍ଫୋରୋକ ବୟାନ ଦେଇଛି ଦଳ । ବିଜେଡି ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବିଧାନସଭାରେ ଓଡ଼ିଶା ସ୍ୱାର୍ଥକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ପ୍ରସନ୍ନ ।

Related posts

ବିହାରରେ କ୍ୟାବିନେଟ୍ ବିସ୍ତାର, ସମ୍ରାଟଙ୍କ ସେନାରେ କେଉଁ ଜାତିର କେତେ ମନ୍ତ୍ରୀ?

mahabharatanews

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ….

mahabharatanews

ବ୍ଳକ ସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତ

mahabharatanews