ଓଡିଶା

ବିଷାକ୍ତ ଗ୍ୟାସ ଲିକ୍, ୮ ଗୁରୁତର

ରାଉରକେଲ: ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରରେ ଅଘଟଣ । ପ୍ଲାଣ୍ଟର ବିଷାକ୍ତ ଗ୍ୟାସ ଲିକ୍ ହୋଇଛି । ଏହି ଅଘଟଣରେ ୮ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଜଟିଳ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ସୂଚନା ଅନୁସାରେ ଶ୍ରମିକମାନେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ୫ ନମ୍ବର ବ୍ଲାଷ୍ଟ କାର୍ବ ମନୋକ୍ସାଇଡ୍ ଗ୍ୟାସ ଲିକ୍ ହୋଇଥିଲା ।

Related posts

 ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ 

mahabharatanews

ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା ତାରିଣୀ

mahabharatanews

ଛତ୍ରପୁରର ୫ଟି ଲଜ୍‌ ଉପରେ ଚଢାଉ

mahabharatanews