ଓଡିଶାଦୁର୍ଘଟଣା

ଅଜଣା ଗାଡ଼ି ଧକ୍କା ରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର;-ଅଜଣା ଗାଡ଼ି ଧକ୍କା ରେ ମହିଳାଙ୍କ ମୃତ୍ୟୁ। ପଳାଶୁଣୀ ଛକରେ ରାସ୍ତା ପାର ହେବା ସମୟରେ ଏକ ଗାଡି ମହିଳଙ୍କୁ ଧକାଦେଇଥିଲା କ୍ଷ ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା କ୍ଷ ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ମୃତଦେହ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି କ୍ଷ ତେବେ ଏପର୍ୟ୍ୟନ୍ତ ମହିଳାଙ୍କ ପରିଚୟ ମିଳି ନଥବା ଜଣାପଡିଛି କ୍ଷ ଅନ୍ୟପଟେ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା କ୍ଷ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ରାସ୍ତା ଯାମ ହଟାଇଥିବା ସୂଚନା ।

Related posts

ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ସରସ୍ୱତୀ ପୂଜନ ଉତ୍ସବ ପାଳିତ

mahabharatanews

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତି

mahabharatanews

ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews