ରାଜନୀତି

ମହାରାଷ୍ଟ୍ରରେ ମହାୟୁତିର ବିଜୟ : ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ  ମହାୟୁତିର ବିଜୟ ହୋଇଛି ।  ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସେହିପରି ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ  ବଡ ସଫଳତା ମିଳିଛି । ଯାହା ମହାରାଷ୍ଟ୍ର ଏବଂ  ନିର୍ବାଚନରେ  ଫଳାଫଳ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ  ବିଜେପି ୧୨୯ ସିଟରେ  ସଫଳତା ପାଇଛି ।  ୬ ମାସ  ପୂର୍ବରୁ  ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା । ଦଳକୁ କେବଳ ୯ଟି ଲୋକସଭା ସିଟରେ ବିଜୟ ମିଳିଥିଲା ।  ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ  କଂଗ୍ରେସକୁ ବଡ ପରାଜୟ ମିଳିଛି ।

Related posts

ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରନ୍ତୁ ଖର୍ଚ୍ଚ କମାନ୍ତୁ : ନୀତନ ଗଡକରୀ

mahabharatanews

mahabharatanews

ନିର୍ବାଚନ କମିଶନଙ୍କ ଉପରେ ମମତା ବାନାର୍ଜୀଙ୍କ ବଡ଼ ଆକ୍ରମଣ, ଚିତ୍ର ଆଙ୍କି ‘SIR’ ବିରୋଧରେ ପ୍ରତିବାଦ

mahabharatanews