ଓଡିଶା

ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ

୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡ଼ିଛି,ସେସୁ ବାକି ରଖିଛି । ୨ ହଜାର ୬୫୧ କୋଟି ଟଙ୍କା, ନେସ୍କୋ ବାକି ରଖିଛି ୯୫୧ କୋଟି ଟଙ୍କା । ଓସ୍କୋ ବାକି ରଖିଛି ୧୬୭୭ କୋଟି । ସାଉଥକୋ ୧୩୦୦ କୋଟି ଟଙ୍କା ବାକି ରଖିଛନ୍ତି। ଟାଟା ଦ୍ୱାରା ଏହି କମ୍ପାନୀ ସବୁ ଅଧିକୃତ ହେବା ପରେ ବକେୟା ବିଦ୍ୟୁତ ବିଲ ଆଦାୟ କରି ଗ୍ରୀଡ଼କୋ କୁ ତାର ବକେୟା ଦେୟ ପ୍ରଦାନ କରୁଥିବା ନେଇ ବିଧାନସଭାରେ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।

Related posts

ମନ୍ଦିରରେ ସେଲଫି ନେବା ବେଳେ ଖସି ପଡିଲେ ମହିଳା

mahabharatanews

ସାପ କାମୁଡ଼ାରେ ୬୩୫୧ ମୃତ୍ୟୁ; ଗାଇଡଲାଇନ୍ ଜାରି

mahabharatanews

ଛୋଟ ମୋର ଗାଁଟି ର ବାର୍ଷିକ ଉତ୍ସବ         

mahabharatanews