ଓଡିଶା

ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ

ବ୍ୟୁରୋ : ରାଜ୍ୟରେ ବନ୍ଦ ହୋଇ ପଡ଼ିଛି ୨୮ ଗୋଟି ସରକାରୀ ଉଦ୍ୟୋଗ । ବନ୍ଦ ହୋଇଥିବା ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ସମ୍ପୃକ୍ତ ପ୍ରଶାସନିକ ବିଭାଗ ତରଫରୁ ସରକାରୀ ଉଦ୍ୟୋଗ ବିଭାଗର ହସ୍ତଗତ ହୋଇନାହିଁ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Related posts

ଖଲ୍ଲିକୋଟ ବିଧାୟିକାଙ୍କ ଗାଁରେ ଗୋଷ୍ଠୀ ସଙ୍ଘର୍ଷ

mahabharatanews

ହୀରାକୁଦର ୧୪ଟି ଗେଟ ଖୋଲା, ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା 

mahabharatanews

ଚାଲିଗଲେ ନନ୍ଦ ସାର

mahabharatanews