ଓଡିଶା

୧୫ ହଜାର ୨୩ ହେକ୍ଟର ଜମିରେ ହେବ ଆଳୁଚାଷ

ଚଳିତ ରବି ଋତୁ ରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ ହେକ୍ଟର ରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସଙ୍ଗେ ତାକୁ ରଖିବ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । ବିଧାନସଭା ରେ deputyକେ.ଭି ସିଂ ଦେଓ ଙ୍କ ସୂଚନା ।

Related posts

ବିଦ୍ୟାଭାରତୀ , ସଂଗ୍ରାମଙ୍କ ହୋଇପାରେ ଲାଇ ଡିଟେକ୍ସନ ଟେଷ୍ଟ

mahabharatanews

ନେତାଜୀଙ୍କ ମିଠା ପ୍ରୀତି

mahabharatanews

କେନ୍ଦ୍ର ମାର୍ଗନିର୍ଦ୍ଦେଶିକା ପଢିବାକୁ ବିଜେଡି ମୁଖପାତ୍ରଙ୍କ ଅନୁରୋଧ

mahabharatanews