ଓଡିଶା

ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:- ଆଜି ହେଉଛି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ସେଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଛତିଶା ନିଯୋଗର ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଚାଲିଛି । ରାତ୍ର ପ୍ରାୟ ୨ଟା ୨୦ରୁ ଫିଟିଛି ଶ୍ରୀମନ୍ଦିର ଦ୍ୱାର । ୩ଟା ରେ ମଙ୍ଗଳ ଆଳତି ବଢି ମଇଲମ, ତଡପଲାଗି ଓ ଅବକାଶ ନୀତି ଶେଷ ହୋଇଛି । ୫.୨୦ରେ ଗୋପାଳବଲ୍ଲଭ ୫.୫୫ରେ ସକାଳଧୂପ ଓ ୭.୧୫ରେ ଉଠିଛି ଭୋଗମଣ୍ଡପ । ତେବେ ଦୈନନ୍ଦିନ ନୀତିକାନ୍ତି ଆଗକୁ ବଢିଛି । ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ ମାତ୍ରେ ମହାପ୍ରଭୁଙ୍କର ମହାସ୍ନାନ ହେବ । ତତ୍ ପରେ ଖଇକୋରା ଭୋଗ ହୋଇ ଅନ୍ୟାନ୍ୟ ନୀତିକାନ୍ତି ଆଗକୁ ବଢିବ ।

Chhatisa Nijog welcomes dress code decision for Srimandir – Odisha Heritage

Related posts

ଝଡ଼ବର୍ଷା : ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାଶଙ୍କ ସ୍ମୃତିରେ ବୃକ୍ଷ ରୋପଣ

mahabharatanews

ଜି-୨୦ ସମ୍ମିଳନୀ ପାଇଁ ୩୦୦ ଟ୍ରେନ ବାଧାପ୍ରାପ୍ତ 

mahabharatanews