ଓଡିଶାଦୁର୍ଘଟଣା

ମଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ନିଆଁ

ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ୨ୟ ମହଲା ର ଗୋଟିଏ ଘର। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରା ଯାଉଛି। ଖବରପାଇ ପାରାଦୀପ ଓ କୁଜଙ୍ଗ ର ୪ଟି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରାଯାଇଛି। ତେବେ ଅଗ୍ନିକାଣ୍ଡ ରେ ଗୋଟିଏ ଗୋଦାମ ଘରେ ଥିବା ସମସ୍ତ ମୋଟର ପାର୍ଟସ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଯୋଗୁ ନିଆଁକୁ ଆୟତ କରା ଯାଇ ପାରିଛି।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜୟଦେବ ବିହାରର ବିଦ୍ୟୁତପ୍ରଭା

mahabharatanews

ବୋଥ୍ରାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

mahabharatanews

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

mahabharatanews