ଭାରତରାଜନୀତି

ତାମିଲନାଡୁ ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ତାମିଲନାଡୁ ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେବେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ରାଜଭବନକୁ ଲୋକଭବନ ଏବଂ ରାଜନିବାସକୁ ଲୋକନିବାସ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପରାମର୍ଶକୁ ଗ୍ରହଣ କରିଛି । ଏହାପରେ ରାଜ୍ୟପାଳଙ୍କର ଏହି ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେବେ ତାମିଲନାଡୁ ରାଜ୍ୟପାଳ ୨୦୨୪ ରାଜ୍ୟପାଳ ସମ୍ମିଳନୀ ସମୟରେ ଏହି ପରିବର୍ତ୍ତନଗୁଡିକ କରିବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କ ମତରେ ରାଜଭବନ ଏବଂ ରାଜନିବାସ ଉପନିବେଶବାଦର ସ୍ମରଣକାରୀ ବୋଲି ମନେହୁଏ । ତେଣୁ ଏହାକୁ ଲୋକଭବନ ଓ ଲୋକନିବାସ ରୂପେ ପରିବର୍ତ୍ତନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଯାହାକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

Related posts

ପାଇକ ସ୍ମାରକୀକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

mahabharatanews

 ବିଜେପିରେ ଯୋଗ ଦେଲେ ଦେଶର ସବୁଠାରୁ ଧନୀ ମହିଳା

mahabharatanews

କେଜ୍ରିୱାଲଙ୍କୁ ଭେଟିବା ପାଇଁ ଭଗବନ୍ତଙ୍କୁ ଅନୁମତି 

mahabharatanews