ଓଡିଶାଦୁର୍ଘଟଣା

ରେଙ୍ଗାଲିରେ ଦୋକାନ ଭିତରେ ଫାଟିଲା ଗ୍ୟାସ ସିଲିଣ୍ଡର

ରେଙ୍ଗାଲିରେ ଦୋକାନ ଭିତରେ ଫାଟିଲା ଗ୍ୟାସ ଟାଙ୍କି । ରେଙ୍ଗାଲି ରଂପେଲାରେ ଏକ ଦୋକାନରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ଲାଗିଲା ନିଆଁ । ଗ୍ୟାସ ଟାଙ୍କି ଫାଟିବା ଦ୍ୱାରା ଦୋକାନର ଛପର ମଧ୍ୟ ଉଡି ଯାଇଥିବା ଦେଖିବାକୁ ମିଳିଛି । ତେବେ ଦୋକାନରେ ବେଆଇନ ଭାବେ ଗ୍ୟାସ ଭର୍ତ୍ତି କରୁଥିବା ବେଳେ ଗ୍ୟାସ ଲିକ ହୋଇଥିବା ଜଣାପଡିଛି । ଫଳରେ ଗ୍ୟାସ ସିଲିଣ୍ଡର ଫାଟିବା ସହ ଦୋକାନର ଛପର ମଧ୍ୟ ଉଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କ ଧର୍ମକୁ ଆଖିଠାର

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

ରଥଯାତ୍ରା ଆଉ ମାତ୍ର ୧୧ଦିନ ,୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

mahabharatanews