ଓଡିଶା

ଏୟାରପୋର୍ଟରୁ ଜବତ ହେଲା ୪ କୋଟିର ମାରିଜୁଆନା

୪ କୋଟିର ମାରିଜୁଆନା ଜବତ । ଏୟାରପୋର୍ଟରୁ ଜବତ ହେଲା ମାରିଜୁଆନା । ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ଦାମୀ ନିଶା । ନୂଆବର୍ଷକୁ ଦୃଷ୍ଟିରେ ରଖି ଆସିଥିବା ସନ୍ଦେହ।  ଜବତ କଲା କଷ୍ଟମ ବିଭାଗ । ଜଣଙ୍କୁ ଅଟକ ରଖି ପଚରାଉଚରା । ଗତ ସପ୍ତାହରେ ୩୮କୋଟି ମାରିଜୁଆନା ୟୁପି ଓ ଅହମଦାବାଦରର ୪ଯୁବକ, କେରଳ ଯୁବକଙ୍କ ଠାରୁ  ୩ କିଲୋ ୯୯୦ ଗ୍ରାମର ମାରିଜୁଆନା, କଲକାତାର ଦୁଇ ମହିଳା ଅବଦା ଖାତୁନ୍‌ ଓ ନାସିରା ବେଗମଙ୍କ ଠାରୁ ୯ କିଲୋ ୫୨୪ଗ୍ରାମର ମାରିଜୁଆନା ଏବଂ ବ୍ୟାଙ୍କକରୁ ଆସୁଥିବା ଅନ୍ୟ ଜଣେ ଯାତ୍ରୀଙ୍କ ଠାରୁ ୭ କିଲୋ ମାରିଜୁଆନା ମିଳିଥିଲା।

Related posts

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

mahabharatanews

ମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ରକ୍ତଦାନ ଶିବିର

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews