ଓଡିଶା

ଆଜି ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା, ଜାଣନ୍ତୁ ସମୟ

ଆଜି ସୁଭଦ୍ରାଙ୍କ ଖାତାକୁ ଆସିବ ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳା ଙ୍କୁ ସୁଭଦ୍ରା ଟଙ୍କା ଆଜି ମିଳିବାକୁ ଯାଉଛି । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ମଧ୍ୟ ପ୍ରଥମ କିସ୍ତି ପାଇବେ । ପ୍ରଥମ ଓ ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ବି ଏଥିରେ ସାମିଲ କରାଯାଇଛି । ସେମାନଙ୍କୁ ଦୁଇଟି କିସ୍ତି ଏକାଥରେ ମିଳିବ । ସେହିପରି ଅଭିଯୋଗ ଶୁଣାଣି ରେ ୨୪ ହଜାର ୧୮ ଜଣ ହିତାଧିକାରୀ ଙ୍କୁ ସୁଭଦ୍ରା ରେ ସାମିଲ କରାଯାଇଥିଲା । ୩୧୫ କୋଟି ରୁ ଉର୍ଦ୍ଧ୍ବ ଆର୍ଥିକ ସହାୟତା ରାଶି ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଆଜି ଆସିବ ।

Related posts

ବନ୍ୟା କ୍ଷୟକ୍ଷତି; ୧୫ ଜିଲ୍ଲାରୁ ୧.୨୦ଲକ୍ଷ ଲୋକ ପ୍ରଭାବିତ 

mahabharatanews

ଉତ୍କେଲା ଆଜିଠୁ ବିମାନ ସେବା ଆରମ୍ଭ

mahabharatanews

ବରୁଣେଇ ପାଦଦେଶରେ ଗୁରୁ ଶିଷ୍ୟ ମିଳନ ଉତ୍ସବ

mahabharatanews