ଓଡିଶାଦୁର୍ଘଟଣା

ସଡକ ଦୁର୍ଘଟଣାରେ ଜୀବନ ହାରିଲେ ଯୁବକ

ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥ ହଳଦିଆ ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ସକାଳୁ ଖବର ପାଇ ବ୍ରହ୍ମଗିରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକଙ୍କୁ ରେବଣା ନୂଆଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ହସ୍ତାନ୍ତର କରିଛନ୍ତି। ମୃତ ଯୁବକ ହେଉଛନ୍ତି  ପୁରୀ ହାଡଗୋଡ଼ିଆ ସାହିର ସୁରଜ୍ କୁମାର ଭୋଇ ବୋଲି ଜଣା ପଡ଼ିଛି।

Related posts

ଅଶାନ୍ତ ସୁନ୍ଦରଗଡ ସହର, ବନ୍ଦ ରହିଛି ଇଣ୍ଟରନେବା ସେବା

mahabharatanews

ସାମାଜିକ ଦୂରତା ରକ୍ଷାର ତଦାରଖ କରିଛନ୍ତି ଗଞ୍ଜାମ ଏସପି

mahabharatanews

ବାତ୍ୟାର ପ୍ରଭାବ; ଓଡ଼ିଶାର ୪ ଟି ବନ୍ଦରକୁ ବିପଦ ସଂକେତ ଜାରି

mahabharatanews