ଓଡିଶା

ତମାଖୁ ନେଲାଣି 3 ହଜାରରୁ ଅଧିକ ମୁଣ୍ଡ

ତମାଖୁ ନେଲାଣି 3 ହଜାରରୁ ଅଧିକ ମୁଣ୍ଡ. ମୁଖ କ୍ୟାନ୍ସର ସାଜିଛି ମୁଣ୍ଡ ବିନ୍ଧାର କାରଣ. ଗତ 10 ବର୍ଷର ତଥ୍ୟ ଆଖି ତରାଟି ଦେଲା ଭଳି. ମୁଖ କ୍ୟାନ୍ସରରେ ଯାଇଛି 3 ହଜାର 157 ଜୀବନ. ଧୂମହୀନ ତମାଖୁକୁ ବନ୍ଦ କରିବା ପାଇଁ ନିକଟରେ ଜାନୁଆରୀ 21 ତାରିଖରେ ସରକାର ନିର୍ଦ୍ଦେଶ ଦେଇଛନ୍ତି. ଏହା ସହ ଜୋରଦାର ଚଢ଼ାଉ ମଧ୍ୟ ଜାରି ରହିଛି. ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର.

Related posts

ଏହି ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍

mahabharatanews

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ

mahabharatanews

ନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

mahabharatanews