ଓଡିଶା

ଏହି ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍

(ଭୁବନେଶ୍ୱର) : ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ । ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି ବାଚସ୍ପତି । ପୂର୍ବତନ ବିଜେଡି ବିଧାୟକ ରମେଶ ସାଏ, ସମୀର ରଞ୍ଜନ ଦାଶ, ପର୍ଶୁରାମ ଧଡା ଏବଂ ସୀମାରାଣୀ ନାୟକଙ୍କୁ ଏହି ନୋଟିସ୍ ଜାରି କରାଯାଇଛି ।

ସୂଚନାନୁଯାୟୀ , ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ କରାଯିବନି ସେନେଇ ସେମାନଙ୍କୁ ଉତ୍ତର ମଗାଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ଯଦି ୨୭ ତାରିଖ ଭିତରେ ଏହି ୪ ବିଧାୟକ ତାଙ୍କର ଉତ୍ତର ନରଖନ୍ତି, ତେବେ ତାଙ୍କ ବିଧାୟକ ପଦ ରଦ୍ଦ ହେଇପାରେ ।

Related posts

ମାଆ ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ

mahabharatanews

ଷ୍ଟାଣ୍ଡିଂ ଶିକ୍ଷା କମିଟିର ମଧ୍ୟାହ୍ନ ଭୋଜନ ତଦାରଖ

mahabharatanews

ଧାମନଗରରେ କମ୍ପୁଛି ପ୍ରଚାର ମଇଦାନ

mahabharatanews