ସ୍ୱାସ୍ଥ୍ୟ

୪ବର୍ଷରୁ କମ୍ ପିଲାଙ୍କୁ ଦିଅନ୍ତୁ ନାହିଁ ଏହି ଥଣ୍ଡା ମେଡିସିନ୍

 ସାଧାରଣ ଛୋଟ ପିଲାଙ୍କୁ ଥଣ୍ଡା କିମ୍ବା ନାକ ବନ୍ଦ ହେଲେ ଆମେ ସଙ୍ଗେ ସଙ୍ଗେ ଥଣ୍ଡା ମେଡିସିନ୍‌ ଦେଇଥାଉ। ଏପରି କି ଆମେ ମେଡିସିନ ଷ୍ଟୋରରୁ  ମେଡିସିନି ଆଣି ପିଲାଙ୍କୁ ଦେଇଥାଉ।  ଏପରି ନ କରିବା ପାଇଁ  ପିତାମାତାଙ୍କୁ ସର୍ତକ କରାଯାଇଛି। ୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ କ୍ଲୋରଫେନିରାମାଇନ୍ ମାଲିଏଟ୍ ଓ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ଥିବା ସମସ୍ତ FDC ଔଷଧ ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇଛନ୍ତି। ବିଶେଷଜ୍ଞ କମିଟି ଓ DTABର ସୁପାରିସ୍‌ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ପିଲାମାନଙ୍କୁ ଏହି ଔଷଧ ଦିଆଯିବା ଯୋଗୁ   ବିପଦ ରହିଛି। ଅଭିଭାବକ ମାନେ ଡାକ୍ତରଙ୍କ ପରାମର୍ଶ  ନେଇ  ପିଲାଙ୍କୁ ମେଡିସିନ ଦେବା ଦରକାର। ୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ କ୍ଲୋରଫେନିରାମାଇନ୍ ମାଲିଏଟ୍ ଓ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ଥିବା ସମସ୍ତ FDC ଔଷଧ ମେଡିସିନ୍ ଦିଅନ୍ତ ନାହିଁ।  କେନ୍ଦ୍ର ସରକାର ଏହି ମେଡିସିନ ନ ଦେବାକୁ ବାରଣ କରିଛନ୍ତି।

Related posts

HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଏଡସ୍ ଦିବସ

mahabharatanews

ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

mahabharatanews

ବଢିଲା ହରଡ଼ ଡାଲିର ଦର ଦାମ

mahabharatanews