ଓଡିଶା

ସ୍ବଚ୍ଛ ଭାରତ ଦିବସ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗାନ୍ଧୀଛକ ଠାରେ ପ୍ରଥମେ  ମହାତ୍ମା ଗାନ୍ଧୀଙ୍କ  ପ୍ରତିମର୍ତ୍ତିରେରେ ପୁଷ୍ପମାଲ୍ୟ ଅର୍ପଣ  କରିଥିଲେ ମାନ୍ୟବର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଜିଲ୍ଲା ପାଳ ,ଉପ ଜିଲ୍ଲା ପାଳ,   ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ପରେ ଗାନ୍ଧୀ ଛକ ଠାରେ ଥିବା  ମହାରାଜାଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ଏକ ପଦଯାତ୍ରା କରି ରାଜ ନହର  ଠାରେ ସଫେଇ କାର୍ଯକ୍ରମ  ଅନୁଷ୍ଟିତ ହୋଇଥିଲା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ପରେ  ଶପଥ ପାଠ କରାଯାଇଥିଲା   ସ୍ବଛତା ହିଁ ସେବା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା।

Related posts

ଅଦିନରେ ରଥଯାତ୍ରା କାହିଁକି? ଇସ୍କନକୁ ପ୍ରଶ୍ନ କଲେ ଗଜପତି

mahabharatanews

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି

mahabharatanews

ଓଡ଼ିଶାରେ ବଢୁଛି ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା

mahabharatanews