ଓଡିଶା

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ଠାରେ ଥିବା ବୃନ୍ଦାବନ ପେ ଲେ ସ ଠାରେ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଟିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ  ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ, ଜିଲ୍ଲା ପାଳ , ଉପ ଜିଲ୍ଲା ପାଳ , ଗ୍ରାମ୍ୟ  ଉନ୍ନୟନ ପ୍ରକଳ୍ପ ପ୍ରଶାସକ , ପୌର ପରିଷଦ  ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲା ର ପ୍ରସାଶନିକ ଅଧିକାରୀ  ଜନସାଧାରଣ  ସାମ୍ବାଦିକ  ପ୍ରମୁଖ ଉପସ୍ଥିତି ରହି ବୃକ୍ଷ ରୋପଣ କରିଥିଲେ।  ଏହି କାର୍ଯ୍ୟ କର୍ମ ରେ  ବନ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ   ଶୁ ପରିଚାଳନା କରିଥିଲେ।

Related posts

ଦୁଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଗୁରତର

mahabharatanews

ବୋଟରୁ ତେଲ ସରିଯିବାରୁ ସମୁଦ୍ର ମଝିରେ ଫସିଛନ୍ତି ୩୯ ମତ୍ସ୍ୟଜୀବୀ

mahabharatanews

ଟାୱାରରୁ ଖସି ଶ୍ରମିକ ଗୁରୁତର

mahabharatanews