ଓଡିଶାଦୁର୍ଘଟଣା

ଯାଆଁଳା ଓଭର ବ୍ରିଜ ଉପରେ ଦୁର୍ଘଟଣା

ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥ ଯାଆଁଳା ଓଭର ବ୍ରିଜ ଉପରେ ଦୁର୍ଘଟଣା, ଆଇଚର ଡ୍ରାଇଭର ମୃତ ପୋଲିସର ତଦନ୍ତ ଜାରି। ଯାଆଁଳା ଓଭର ବ୍ରିଜ ଉପରେ ଟ୍ରଲରକୁ ପଛରୁ ଧକ୍କା ଦେଲା ଆଇଚର। ଧକ୍କା ଦେବା ପରେ ଆଇଚର ଭିତରେ ଚାପି ହୋଇ ରହିଥିଲା ଡ୍ରାଇଭର। ଜଟଣୀ ଅଗ୍ନିଶମ ବାହିନୀ ପହଂଚି କଟର ଜରିଆରେ ଗାଡିକୁ କାଟି ଡ୍ରାଇଭରକୁ ବାହାର କରିଥିଲେ। ଗୁରୁତର ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ଇନଫୋଭ୍ୟାଲି ପୋଲିସର ତଦନ୍ତ ଜାରି।

Related posts

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

mahabharatanews

କୂଆଖାଇ ନଦୀରେ ଭାସୁଛି ପଥର

mahabharatanews

30 ଜିଲ୍ଲା ରେ 1 ଲକ୍ଷ 55 ହଜାର 707କିଲୋମୋଟର ଭୌଗଳିକ କ୍ଷେତ୍ରଫଳ ଜଙ୍ଗଲ

mahabharatanews