ଓଡିଶା

ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଟକ : ସାଲେପୁର ବିକଲାନନ୍ଦ ମେମୋରିଆଲ ଟ୍ରଷ୍ଟ ଏବଂ ଛାଣିପୂର୍ ଗ୍ରାମ ପଞ୍ଚାୟତ ର ମିଳିତ ସହଯୋଗ ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି।ଉ ଦେକ୍ତ ଶିବିରକୁ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର କର ଉଦଘାଟନ କରିଥିବା ବେଳେ ସରପଞ୍ଚ ଙ୍କ ପ୍ରତିନିଧି ଜୟଦେବ ଷଡ଼ଙ୍ଗୀ ଟ୍ରଷ୍ଟ ର ମ୍ୟାନେଜୀଙ୍ଗ ଟ୍ରଷ୍ଟି ହିମାଂଶୁ ଶେଖର ଦାଶ,ଟ୍ରଷ୍ଟି ଅବତନ ଷଡ଼ଙ୍ଗୀ,ବିଶ୍ବରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜେ,ପି,ଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ କଟକ ତରଫରୁ ଶଶିକାନ୍ତ ଦାସ,ପରେଶ୍ କୁମାର ସାହୁ,ବର୍ଷା ପ୍ରିୟଦର୍ଶିନୀ,ସୁଚିତ୍ରା ସାମଲ,ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। ଉକ୍ତ ଶିବିର ରେ ୧୮୭ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୧୧୩ଜଣଙ୍କୁ ଚଷମା ଔଷଦ ବଣ୍ଟନ କରା ଯାଇଥିଲା।୨୩ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ କଟକ ରୋଟାରୀ ଚିକିତ୍ସାଳୟ କୁପଠା ଯାଇଛି। ଛାଣିପୁର ପଞ୍ଚାୟତ ତରଫରୁ ସରପଞ୍ଚ ଗାୟତ୍ରୀ ଷଡ଼ଙ୍ଗୀ , ସମିତି ସଭ୍ୟ ମନୋଜ କୁମାର ସେଠୀ, ରବିନାରାୟଣ ସ୍ୱାଇଁ,ଶଶୀଭୂଷଣ ପ୍ରଧାନ,ଚନ୍ଦନ ପଟ୍ଟନାୟକ, ସ୍ମୃତି ରଞ୍ଜନ୍ ମହାନ୍ତି,ବିଜୟ କୁମାର ଦାଶ,ଭାନୁମତୀ ସ୍ୱାଇଁ,ସମସ୍ତେ ପରିଚାଳନା ରେ ସହଯୋଗ କରିଥିଲେ।

Related posts

ଧୁମଧାମରେ ଭୋଗୀ ଉତ୍ସବ ପାଳିତ

mahabharatanews

ଗୋସାଣୀ ବ୍ଲକରେ ସରକାରଙ୍କ ଦୁଇ ବର୍ଷର ସଫଳତାର ଝଲକ

mahabharatanews

ଅବ୍ୟବସ୍ଥା ଘେରରେ ସଂଗରୋଧ କେନ୍ଦ୍ର: ମୁହଁ ଫେରାଉଛନ୍ତି ସନ୍ଦିଗ୍ଧ

mahabharatanews