Accidentଓଡିଶାଦୁର୍ଘଟଣା

ବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତ

ନୂଆପଡା: କୋମନା ଥାନା ଘୋଟସରସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ସୂଚନା ଅନୂଯାୟୀ କୋମନା ଥାନା ଘୋଟସର ନିକଟରୁ ଏକ ଟକ୍ର ଦ୍ରୁତଗତିରେ ଆସୁଥିବାରୁ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ ବୋଡ଼େନ ଥାନା କିରେକେଲା ଟାଙ୍ଗିରୀ ପଡ଼ାର ଟଙ୍କଧର ମାଝୀ ବୋଲି ଜଣାପଡ଼ିଛି । କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Related posts

ଦିନ ରାତି ଲୋକଙ୍କ ସେବାରେ ଲାଗିଛନ୍ତି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ

mahabharatanews

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

mahabharatanews

ମହିଳା ମହାବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ

mahabharatanews