ଅପରାଧ

ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ

(କଳାହାଣ୍ଡି, ଗୋଲାପ ସାହୁ): କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ।ଜୟପାଟଣା ଥାନା ଅନ୍ତର୍ଗତ ଭଇରିପାଲି, ବଡ଼ପୂଜାରିଗୁଡା ଓ ପାବଳୀ ଗ୍ରାମରୁ ବିଦେଶୀ ମଦ ୮୬ଲିଟର ଓ ଦେଶୀ ମଦ ୬୯ ଲିଟର ଜବତ କରିଥିବା ସୂଚନା ମିଳିଛି । ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜୟପାଟଣା ଭାରପ୍ରାପ୍ତ ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଙ୍କ ସହ ତାଙ୍କ ସଦବଦଳ ଚଦଉ କରି ମଦ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି ।

Related posts

ବିଜଲାନ୍ସ ଜାଲରେ ପୂର୍ବତନ କୃଷି ପରିଚାଳକ

mahabharatanews

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍

mahabharatanews

ଝାଡଖଣ୍ଡ ଦୁମକା ହତ୍ୟା ମାମଲା

mahabharatanews