ଓଡିଶା

ସଇଁତଳାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଟିତ…

ଟିଟିଲାଗଡ ଡିଭିଜନ ଅନ୍ତଗର୍ତ ସଇଁତଳା ରେଞ୍ଜ ଅଧିକାରୀ ହେମ ସାଗର ସାହୁ ଙ୍କ ତତ୍ତଵାବଧାନରେ ଅଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟିଟିଲାଗଡ଼ DFO ରୂପ ଚାନ୍ଦ ସୋରେନ, ବଲାଙ୍ଗିର DFO ପ୍ରଦୀପ କୁମାର ମିସାରେ,Acf ଟିଟିଲାଗଡ଼ ସୋମନାଥ ବେହେରା, ପାଟଣାଗଡ଼ ACF ପ୍ରଭାତୀ ସେଠ, ସଇଁତଳା ସରପଞ୍ଚ ସୁବ୍ରତ ନାଗ, ଅରୁଣ ସାହୁ ମଞ୍ଚାସିନ ଥିବା ବେଳେ ସମସ୍ତ ଫରେଷ୍ଟର , ଅଫିସ ଷ୍ଟାପ୍  ଓ ହେଡ୍ ଚେକର ସୁଧୀର ମିଶ୍ର ଉପସ୍ଥିତି ଥିଲେ।

Related posts

ରାଉରକେଲାରେ ବୁଲା କୁକୁର ଆତଙ୍କ,୨୫୦ରୁ ଉଦ୍ଧ୍ୱର୍ କାମୁଡାର ଶିକାର

mahabharatanews

ଦୁଇ ମନ୍ତ୍ରୀଙ୍କ ଦାୟିତ୍ୱରେ ରାଜସ୍ୱମନ୍ତ୍ରୀ

mahabharatanews

ଆସିବ ନୂଆ R&R ପଲିସି : ଏଣିକି ଜମିର କ୍ଷତିପୂରଣ ପାଇଁ ସରକାର ଦେବେ ଜମି

mahabharatanews