ଓଡିଶାଦୁର୍ଘଟଣା

୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତ

ବଡଚଣା / ବେଦପ୍ରକାଶ ନାୟକ : ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଏଭଳି ଘଟଣା ଦେଖିବା କୁ ମିଳିଛି ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ନିକଟସ୍ଥ ନେଳିଆ ଓଭର ବ୍ରିଜ ନିକଟରେ । ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜାଇଛି ଜଣଙ୍କ ଜୀବନ
ସୂଚନା ଥାଉ କି, ନେଳିଆ ପଞ୍ଚାୟତ ଅଧୀନ ପଦଲା ପୁର ଗ୍ରାମର ନବଘନ ରାଉତଙ୍କ ପୁଅ ସିପୁନା ରାଉତ( ୩୮ବର୍ଷ) ଚଷୁ ଗାଡ଼ିରେ କାମ କରିବା ପାଇଁ ଆଜି ସକାଳୁ ସକାଳୁ ଯାଉ ଥିବା ବେଳେ ପଛ ପଟୁ ଗାଡ଼ି ଧକ୍କା ଦେଇ ଥିଲା ଫଳରେ ଘଟଣା ସ୍ଥଳରେ ସୀପୁନା ରାଉତଙ୍କ ମୃତ୍ୟୁ ଘଟି ଥିଲା । ଦୁର୍ଘଟଣାର ଖବର ପାଇ ଛତିଆ ବିଟ ହାଉସ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସବକୁ ଜବତ କରିବା ସହିତ , ବେବଛେଦ୍ କରିବା ପାଇଁ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ଜଣାପଡିଛି।

 

Related posts

ଚାଲିଛି ଶ୍ରୀଜିଉଙ୍କ ଗୋପନ ଉପଚାର ,ଦିଆଗଲା ପଥି ଭୋଗ 

mahabharatanews

ଚୌଦ୍ୱାର ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ଅଦିନିଆ ଥଣ୍ଡା; ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

mahabharatanews