ଓଡିଶା

ଆଉ ନାହାନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା 

(କଟକ) : ଆଉ ନାହାନ୍ତି ଅଭିନେତା ତଥା କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। କଟକ ନନ୍ଦସାହି ସ୍ଥିତ ବାସଭବନପେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇବା ବିବଲବ ସେ କିଡନୀ ରୋଗରେ ପୀଡିତ ଥିଲେ ।

ସୂଚନାନୁଯାୟୀ ,  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କଟକ ନିଜ ବାସଭବନରେ ଦେହାନ୍ତ ହୋଇଛି । ନିୟମିତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ନିକଟରେ ଅଭୟ ମହାନ୍ତିଙ୍କର ଅପରେସନ ମଧ୍ୟ ହୋଇଥିଲା ଯାହାକୁ ନେଇ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

Related posts

ଘରଛାଡି ଆସି କଲଭର୍ଟ ତଳେ ଆଶ୍ରୟ ନେଲେ ବ୍ୟକ୍ତି

mahabharatanews

ଜଳ ସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

mahabharatanews

 ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

mahabharatanews