ଭାରତ

ଉତକ୍ଷେପଣ ହେଲା ଆଦିତ୍ୟ L1

(ଦିଲ୍ଲୀ) :  ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1 । ପିଏସଏଲଭି-ଏକ୍ସଏଲ ରକେଟ୍ ଆଦିତ୍ୟ-L1କୁ ନେଇ ମହାକାଶ ମୁହାଁ । ସୂର୍ଯ୍ୟଯାନ ଆଦିତ୍ୟ-L1 ଉଦକ୍ଷେପଣର 125 ଦିମ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଗିଦ୍ୟ-L1 ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚ ହାଲୋ ଅରବିଟରରେ ସ୍ଥାପନ କରିବ ।

ସୂଚନାନୁଯାୟୀ , ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ  ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଥିଲା  । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

 

Related posts

ଆଶ୍ଚର୍ଯ୍ୟ ହେଲେ ବି ସତ,୧୦ ବର୍ଷ ବାଳକର ରହଛି ୫୦ଟି ଦାନ୍ତ

mahabharatanews

ଆଉ ୩୦ ସଂକ୍ରମିତ ଚିହ୍ନଟ ପରେଜିକା ଭାଇରସର ସଂକ୍ରମଣ ୬୬କୁ ବୃଦ୍ଧି

mahabharatanews

ଚଣ୍ଡିଗଡ଼ରେ ମାସ୍କ ବାଧ୍ୟତାମୂଳକ 

mahabharatanews